ଇନସୁରାନ୍ସ ମିତ୍ର
ଇନସୁରାନ୍ସ ମିତ୍ର

ଇନସୁରାନ୍ସ ମିତ୍ର

“ଗାଡ଼ି ହେଉ କି ସ୍ୱାସ୍ଥ୍ୟ – ସବୁବେଳେ ଆପଣଙ୍କ ସାଥୀ”

Welcome to Your Insurance Journey
ଇନସୁରାନ୍ସ ମିତ୍ର

ପବିତ୍ର ସ୍ୱାଇଁ

ମୁଁ ପବିତ୍ର ସ୍ୱାଇଁ, “ଇନସୁରାନ୍ସ ମିତ୍ର” ର ସ୍ଥାପକ ଓ ଏକ ବିଶ୍ୱସନୀୟ ଇନସୁରାନ୍ସ ଏଡ୍ଭାଇଜର୍। ମୁଁ ଗାଡ଼ି ଓ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ଗ୍ରାହକଙ୍କୁ ସଠିକ୍ ପଲିସି ଚୟନ କରିବାରେ ସହାୟତା କରୁଛି।

ମୋର ଲକ୍ଷ୍ୟ କେବଳ ପଲିସି ବିକ୍ରୟ ନୁହେଁ, ବରଂ ପ୍ରତ୍ୟେକ ଗ୍ରାହକଙ୍କୁ ସଠିକ୍ ସୁରକ୍ଷା ଓ ପୂରା Claim Support ଦେବା।

ଆମ ସେବା:
✔ Motor Insurance (Car, Bike, Commercial Vehicle)
✔ Health Insurance (Family & Senior Citizen)
✔ Fast Policy Issuance
✔ Full Claim Assistance
✔ Doorstep Support
“ଗାଡ଼ି ହେଉ କି ସ୍ୱାସ୍ଥ୍ୟ – ପ୍ରତ୍ୟେକ ପଲିସିରେ ସାଥୀ “

ଇନସୁରାନ୍ସ ମିତ୍ର

About Us
ଇନସୁରାନ୍ସ ମିତ୍ର
ଇନସୁରାନ୍ସ ମିତ୍ର
ଇନସୁରାନ୍ସ ମିତ୍ର
ଇନସୁରାନ୍ସ ମିତ୍ର
× ଇନସୁରାନ୍ସ ମିତ୍ର

Our Mission

“ଆମର ମିଶନ୍ ହେଉଛି ଗାଡ଼ି ଓ ସ୍ୱାସ୍ଥ୍ୟ ବୀମାକୁ ସରଳ, ସହଜ ଏବଂ ବିଶ୍ୱସନୀୟ କରି ପ୍ରତ୍ୟେକ ଗ୍ରାହକଙ୍କୁ ପୂର୍ଣ୍ଣ ସୁରକ୍ଷା ଓ ନିର୍ଭରଯୋଗ୍ୟ ସେବା ପ୍ରଦାନ କରିବା।”


Services

🛠️ ଆମ ସେବା (Our Services)

🚗 ମୋଟର ଇନସୁରାନ୍ସ

କାର୍ ଇନସୁରାନ୍ସ (ନୂତନ ଓ ରିନ୍ୟୁଅଲ୍)
ବାଇକ୍ ଇନସୁରାନ୍ସ
କମର୍ସିଆଲ୍ ଭେହିକଲ୍ ଇନସୁରାନ୍ସ (ବୋଲେରୋ ପିକଅପ୍, ଟାଟା ଏସ୍, ଡୋଷ୍ଟ ଇତ୍ୟାଦି)
1st Party / 3rd Party / Comprehensive ପଲିସି
ଜିରୋ ଡେପ୍ (Nil Dep) ପଲିସି
IMT 23 ଓ ଅଡ୍-ଅନ୍ କଭର୍
ଶୀଘ୍ର ରିନ୍ୟୁଅଲ୍ ସହିତ ସର୍ବଶ୍ରେଷ୍ଠ ଦର

🏥 ସ୍ୱାସ୍ଥ୍ୟ ବୀମା

ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା
ପରିବାର ପାଇଁ ଫ୍ଲୋଟର ପଲିସି
ବୃଦ୍ଧ ନାଗରିକ ସ୍ୱାସ୍ଥ୍ୟ ପ୍ଲାନ୍
ଗୁରୁତର ରୋଗ କଭର୍ (Critical Illness)
କ୍ୟାଶଲେସ୍ ହସ୍ପିଟାଲ୍ ସୁବିଧା

⚡ କ୍ଲେମ୍ ସପୋର୍ଟ ସେବା

ପୂରା କ୍ଲେମ୍ ସହାୟତା
କ୍ୟାଶଲେସ୍ ଓ ରିଇମ୍ବର୍ସମେଣ୍ଟ ଗାଇଡେନ୍ସ
ଡକ୍ୟୁମେଣ୍ଟ ସହାୟତା
ଶୀଘ୍ର କ୍ଲେମ୍ ପ୍ରୋସେସିଂ ସହଯୋଗ
🧾 ପଲିସି ସେବା
ତୁରନ୍ତ ପଲିସି ଇସ୍ୟୁ (10–15 ମିନିଟ୍)
ରିନ୍ୟୁଅଲ୍ ରିମାଇଣ୍ଡର୍
ପଲିସି ତୁଳନା ଓ ସଠିକ୍ ପରାମର୍ଶ
ସଂଶୋଧନ / ଏଣ୍ଡୋର୍ସମେଣ୍ଟ ସହାୟତା

🎯 ବିଶେଷ ସୁବିଧା

✔ ସର୍ବଶ୍ରେଷ୍ଠ ଦରର ଗ୍ୟାରାଣ୍ଟି
✔ ତୁରନ୍ତ କ୍ୟାଶବ୍ୟାକ୍ ଅଫର୍
✔ ବିଶ୍ୱସନୀୟ ସପୋର୍ଟ
✔ ବ୍ୟକ୍ତିଗତ ସେବା


Contact Us

Scan QR to Open My Mini Website

Copyright © ଇନସୁରାନ୍ସ ମିତ୍ର . All Rights Reserved.
No of Views: 71

✨ Designed With ❤️ By Kwikk Media
Click Here to make Mini Website

Kwikk Media and Software Solutions only provides services, not liable for website content/transactions.

Report Abuse
×
Report Abuse